ଭେଟେରାନ ଅଭିନେତା ମିହିର ଦାସ ଚାଲିଗଲେ!

ଦୀର୍ଘ ଦିନ ହେବ ଡାକ୍ତର ଖାନାରେ ଚିକିତ୍ସା ହେଉଥିବା ଓଲିଉଡ କଳାକାର ତଥା ଓଟିଭି ଲୋକ ପ୍ରିୟ କାର୍ଯ୍ୟକ୍ରମ ର ଉପସ୍ଥାପକ ମିହିର ଦାସଙ୍କ ଦେହାନ୍ତ।